ଚିଦାମ୍ବରମ୍‌ ଅବୈଧ ସମ୍ପତ୍ତିର ମାଲିକ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା କଂଗ୍ରେସ ତଥା ଦେଶର ପ୍ରକ୍ତାନ ବିତ୍ତ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି, ୟୁପିଏ ସରକାରରେ ବିତ୍ତମନ୍ତ୍ରୀ ଥିବା ପି. ଚିଦାମ୍ବରମ୍‌ଙ୍କ ପାଖରେ ୩ ବିଲିୟନ୍‌ ଡଲାରର ଅବୈଧ ସମ୍ପତ୍ତି ରହିଛି। କଳାଧନ କାରବାର ରୋକିବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଅଛି। ଦେଶ ତଥା ଦେଶ ବାହାରେ ଗଚ୍ଛିତ କଳାଧନ ସାଧାରଣ ଲୋକଙ୍କ ଖାତାକୁ ଫେରାଇବାକୁ ଆମେ ଚେଷ୍ଟା କରୁଥିବା ବେଳେ ଏଭଳି … Continue reading ଚିଦାମ୍ବରମ୍‌ ଅବୈଧ ସମ୍ପତ୍ତିର ମାଲିକ